
ଖୋର୍ଦ୍ଧା:(ସଞ୍ଜୀବ କୁମାର): ଚିର ନିଦ୍ରାରେ ବରିଷ୍ଠ ଅଭିନେତା ରବି ମିଶ୍ର, ମଞ୍ଚ,ଚଳଚ୍ଚିତ୍ର ଓ ଟେଲି ସିରିୟଲ ଜଗତରେ ତାଙ୍କ ନିଖୁଣ ଅଭିନୟ ଶୈଳୀ ଦର୍ଶକମାନଙ୍କୁ ବେଶ ଆକୃଷ୍ଟ କରିଥିଲା, ବିଶେଷ କରି ଦୂରଦର୍ଶନରେ ପ୍ରସାରିତ ‘ଗୋପାଳ ରହସ୍ୟ’ରେ ତାଙ୍କ ଭିନ୍ନ ଏକ ଅଭିନୟ ଶୈଳୀ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲା, ଖାସ୍ କରି ହାସ୍ୟ ଅଭିନେତା ଭାବେ ରବି ମିଶ୍ର ଖୁବ୍ ପ୍ରଶଂସା ସାଉଁଟିଥିଲେ |



