Sunday, November 15, 2026
Home ଆଞ୍ଚଳିକ ହେଚ.ଆଇଭି ସଚେତନ ଗାଡି କୁ ସବୁଜ ପତାକା ଦେଖାଇ ଉଦ୍ଘାଟନ ପରେ ଟିଭି ହାରେଗା ଦେଶ...

ହେଚ.ଆଇଭି ସଚେତନ ଗାଡି କୁ ସବୁଜ ପତାକା ଦେଖାଇ ଉଦ୍ଘାଟନ ପରେ ଟିଭି ହାରେଗା ଦେଶ ଜିତେଗା ସ୍ଲୋଗାନ ରେ ଯୋଗଦେଲେ ଗଞ୍ଜାମ ଜିଲ୍ଲାପାଳ

78

ଗଞ୍ଜାମ :(ଇ.ରଞ୍ଜନ): ଜିଲ୍ଲା ରେ ଯକ୍ଷ୍ମା ଓ ହେଚ. ଆଇବି ପତନ କରିବା ପାଇଁ ବ୍ରହ୍ମପୁର ସିଟିହସ୍ପିଟାଲ ଜିଲ୍ଲା ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଆଇ.ଇସି ହଲ୍ ଠାରେ ପ୍ରଥମେ ହେଚ.ଆଇବି ରୋକିବା ପାଇଁ ସଚେତନତା ଗାଡି କୁ ସବୁଜ ସଂକେତ ଦେଇ ଉଦ୍ଘାଟନ କରିଛନ୍ତି ଜିଲ୍ଲାପାଳ ପରେ ଟିଭି ହାରେ ଗା ଭାରତ ଜିତେଗା ଗଞ୍ଜାମ ଜିଲ୍ଲାରେ ଆଜି ଠାରୁ ଗଡିବ ଏହା କୁ ଜିଲ୍ଲାପାଳ ବିଜୟ ଆମ୍ବଋତ କୁଲାଙ୍ଗ ଅବଗତ କରିଛନ୍ତି କହିଛନ୍ତି ଭାରତରେ 2025 ସୁଦ୍ଧା ଯକ୍ଷ୍ମା ହେ ଚ.ଆଇବି ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି , ଏହି ସମ୍ବନ୍ଧରେ ଶୀଘ୍ର ଏବଂ ସଠିକ୍ ନିରାକରଣରେ ଉନ୍ନତି ଆଣିବା ପାଇଁ ଆବଶ୍ୟକ ପ୍ରୟାସ ଜାରିକରିଛନ୍ତି ଏବଂ ରୋଗ ଚି଼ହ୍ନଟ ହେଲେ ତୁରନ୍ତ ଉପଯୁକ୍ତ ଚିକିତ୍ସା ଏବଂ କଳଙ୍କିତ ଭେଦଭାବ ଯାହା ସମ୍ପ୍ରଦାୟରୁ ବାଦଦେବା ଯକ୍ଷ୍ମା ସମାପ୍ତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ |

“ଟିବି ହାରେଗା ଦେଶ ଜିତେଗା” ଅଭିଯାନ ସଚେତନ ଉଦ୍ଦେଶ୍ୟରେ ଘୁରିବା ପାଇଁ ସବୁଜ ସଂକେତ ଦେଇଛନ୍ତି l ପ୍ରଥମେ 1882 ମସିହାରେ ଏହି ଯକ୍ଷ୍ମା ରୋଗ ଚି଼ହ୍ନଟ ହୋଇଥିବା ବେଳେ ଏହି ରୋଗରେ ଲକ୍ଷାଧିକ ଲୋକସଂକ୍ରମଣରେ ପୀଡିତ ହୋଇ ମୁର୍ତ୍ୟୁବରଣ କରିଛନ୍ତି l ଏହି ରୋଗ ବର୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଙ୍କ ଶରୀରରେ ଲକ୍ଷଣ ଦେଖାଯାଇଥାଏ ଏହି ରୋଗ ଦ୍ୱାରା ସଂକ୍ରମଣ ବୃଦ୍ଧି ପାଇବାର ଅନେକ ସମ୍ଭାବନା ରହିଛି କିଛି ଟା ଲକ୍ଷଣ ଅନେକ ସମୟରେ ଥଣ୍ଡା, ଖାସ,ଶରୀର ଦୃର୍ବଳ ଲାଗିବା ଖପ ରେ ରକ୍ତ ବାହାରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ 6ମାସ ନିମନ୍ତେ ସେବନ କଲେ ବଂଚିବା ସମ୍ଭବ ଥିବା ବେଳେ ଏହାର ଚିକିତ୍ସା ଅବହେଳାରେ ମୁର୍ତ୍ୟୁ ସମ୍ଭାବନା ରହିଛି l ତେଣୁ ଆଜି ର କାର୍ଯ୍ୟକ୍ରମ ରେ ଟିବିସି ଏବଂ ଟିବି,ହେଚ.ଆଇବି ଫୋରମ୍ ମାଧ୍ୟମରେ ସମ୍ପ୍ରଦାୟର ଯୋଗଦାନକୁ ମଜବୁତ କରିବା 2. ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ପକ୍ଷ ପୋଷଣ ଏବଂ ଯୋଗାଯୋଗକୁ ସୁଦୃଡ଼ କରିବା 3. ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ମାଧ୍ୟମରେ ଯକ୍ଷ୍ମା ସେବାକୁ ମଜବୁତ କରିବା 4. ଆୟୁଷ ସହିତ ମନ୍ତ୍ରୀମଣ୍ଡଳର ସହଯୋଗରେ ଉନ୍ନତି ଆଣିବା, ରେଳବାଇ, ପ୍ରତିରକ୍ଷା, ଡାକ ଏବଂ “ସ୍ୱଚ୍ଛ ଭାରତ ଅଭିଯାନ ଦ୍ୱାରା ଘରୋଇ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗଦାନକୁ ମଜବୁତ କରବା ନେଇ ସୂଚିତ କରାଯାଇଛି l 2020 ମସିହାରେ ଯକ୍ଷ୍ମା ସମସ୍ତ ବିଜ୍ଞପ୍ତି ପ୍ରାପ୍ତ ରୋଗୀଙ୍କ ମଧ୍ୟରେ ଏଚ୍.ଆଇ.ଭି ପରୀକ୍ଷା କରାଯାଇଛି। 4419 ନଂ ବିଜ୍ଞପ୍ତି ମଧ୍ୟରେ ଉଡିଏସଷ୍ଟି ୟୁନିଭର୍ସାଲ୍ ଡ୍ରଗ୍ ସମ୍ବେଦନଶୀଳତା ପରୀକ୍ଷା ହେଉଛି ଏନୟାଇପି : ନିକ୍ଶାଇ ପୋଶନ୍ ଯୋଜନା ମାଧ୍ୟମରେ – ଟିବି ରୋଗୀଙ୍କୁ ଏନପିଆଇ ଅଧୀନରେ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଏ | 2020 ଚିକିତ୍ସା ସଫଳତା ହାରରେ ଚିକିତ୍ସା ସହାୟତା ସୁବିଧା ପଞ୍ଜିକରଣ ଇନୋଭେସନ୍ ଏବଂ 2020 ରେ ସର୍ବୋତ୍ତମ ଅଭ୍ୟାସ ବିଶେଷତା ନମୁନା ପରୀକ୍ଷଣ | ଚିହ୍ନଟ ହୋଇଥିବା ଯକ୍ଷ୍ମା: ଏଏସପି ଫେବୃଆରୀ 2020 ମାସରେ କରାଯାଇଥିଲା 2. ଏକୀକୃତ ଅଭିଯାନ 16 ଜୁନ୍ ରୁ 31 ଜୁଲାଇ 2020ରେ 5865 ACF -3 ରବିବାର ରେ ମଡେଲ୍ HWCS ଅଧୀନରେ ଥିବା ସମସ୍ତ ଜେଲରେ ଟିବି ସ୍କ୍ରିନିଂ: ସମସ୍ତ ୯ହ ଟି ନମ୍ବରରେ ଟିବି ସ୍କ୍ରିନିଂ କରାଯାଇଥିଲା | ଜିଲ୍ଲାର ଜେଲଗୁଡିକ ରେ 453781104ନଂ ଟି ଲୋକଙ୍କ ଯୋଜନା ପାଇଁ 01 11.2020 ପ୍ରସ୍ତୁତ ହୋଇ ଆରମ୍ଭ ହୋଇଛି ଏବଂ ଏହା 31.01,2021 ପର୍ଯ୍ୟନ୍ତ ଚାଲିବ। ଅଭିଯାନ ସମୟରେ କୌଣସି ସନ୍ଦିଗ୍ଧ ନମୁନା ଏଚ.ଆଇଭି ଟିବି ଭଳି ରୋଗକୁ ଚି଼ହ୍ନଟ କରିବା ପାଇଁ କମ୍ୟୁନିଟି ସଶକ୍ତିକରଣର ଉନ୍ନତି ଏକ ଟିମ ଚି଼ହ୍ନଟ କରାଯାଇଛି ଏଥିରେ 42 ଜଣ ସ୍ୱାସ୍ଥ୍ୟ ନିରୂପଣ କରିବା ଯୁବକ ବଛାଯାଇ ଥିବାବେଳେ ସ୍ବେଚ୍ଛାସେବୀ: ପେରିଫେରାଲ୍ ଅଞ୍ଚଳରେ ସ୍ବେଚ୍ଛାସେବୀମାନଙ୍କ ମାଧ୍ୟମରେ ସହରରେ କିମ୍ବା ଗ୍ରାମାଞ୍ଚଳରେ ସର୍ବସାଧାରଣ ସ୍ଥାନମାନଙ୍କ ରେ ଛେପ ପକାଇବା ପାଇଁ ବାରଣକରାଯାଇଛି l ଏହା କୁ ପରିବହନ ପ୍ରଣାଳୀ 2020 ବର୍ଷରେ ଡିଆରଟିଭି ମାଧ୍ୟମରେ ମାମଲା ସୂଚିତ କରାଯାଇଛି: ପରୀକ୍ଷିତ ରେ 28,587 ଚିହ୍ନଟ ହୋଇଛନ୍ତି ଏହି ଯକ୍ଷ୍ମା ରୋଗକୁ 2025 ସୁଦ୍ଧା ଗଞ୍ଜାମ ରେ ହଟାଇବା ପାଇଁ 2021ଜାନୁଆରୀ 18 ଜାତୀୟ ଯକ୍ଷ୍ମାଦିବସରେ ଡାକ୍ତର ଦଳପକ୍ଷରୁ ନିଷ୍ପତି ନିଆଯାଇଛି ଏଥିରେ ଉପଜିଲ୍ଲାପାଳ ଭି. କୀର୍ତ୍ତିଭାଶନ, ଜିଲ୍ଲା ଚିକିତ୍ସାଅଧିକାରୀ ଡ଼.ଉମା ଶଙ୍କର ମିଶ୍ର, ଡି.ପି. ଏମ ଡ଼.ଶ୍ୟାମ ସୁନ୍ଦର ତ୍ରିପାଠୀ,ଏଡି.ପି.ହେଛଓ ଟିଭି ରୋଗର ବିଶେଷଞ ଡ଼. ଅବନୀ କୁମାର ପାତ୍ର, ଏମ.କେ.ସି.ଜି ହସ୍ପିଟାଲର ଡ଼. ବିପିନ ବିହାରୀ ପାଣିଗ୍ରାହୀ, ଡିପିସି ବିଦେଶୀ ଜେନା, ସୁଧୀର କାନ୍ଥ ବେହେରା, ଲୋକନାଥ ପଣ୍ଡା ସମେତ ଡାକ୍ତର, ନର୍ସ ଦଳ ଉପସ୍ଥିତ ଥିଲେ