Wednesday, November 11, 2026
Home ଆଞ୍ଚଳିକ କୁମ୍ଭଝରୀ:ଦୁଇଶହ ଲିଟର ମଦ ଜବତ

କୁମ୍ଭଝରୀ:ଦୁଇଶହ ଲିଟର ମଦ ଜବତ

18

କୁକୁଡାଖଣ୍ଡି,(ଇ.ରଞ୍ଜନ): କୁକୁଡାଖଣ୍ଡି ତହସିଲଦାର ଇପସିତା ପ୍ରିୟଦଶନୀ ମିଶ୍ର ଓବ୍ରହ୍ମପୁର ଅବକାରୀ ବିଭାଗ କୁକୁଡାଖଣ୍ଡି ବ୍ଲକର ଆଦିବାସୀ ଅଧୁସୀତ ଅଞ୍ଚଳ କୁମ୍ଭଝରୀ ଠାରେ ଚଢଉ କରି ଦୁଇଶହ ଲିଟର ଦେଶୀ ରନ୍ଧାମଦ ସହ ଚାରିହଜାର ଲିଟର ପୋଚ ଜବତ କରିଥିଲେ।

ଏହି କାର୍ଯ୍ୟ ଆଦିବାସୀ ଅଧୁସିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବାରମ୍ବାର ଚଢଉ ପରେ ମଧ୍ୟ ରନ୍ଧାଦେଶୀ ମଦ କାରବାର ବନ୍ଦହେଉ ନାହିଁ। ଯାହା ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି |