Tuesday, November 17, 2026
Home ଆଞ୍ଚଳିକ ହିଞ୍ଜିଳି ଥାନା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳିତ

ହିଞ୍ଜିଳି ଥାନା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳିତ

17

ହିଞ୍ଜିଳି,(ଜ଼ିଲ୍ଲା ଖବର): ଗଞ୍ଜାମ ଏସପି ଙ୍କ ନିର୍ଦେଶ କ୍ରମେ ହିଞ୍ଜିଳି ଥାନା ପକ୍ଷରୁ ଆଜି ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଥାନା ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ତତ୍ୱଧାନ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହେଇଥିଲା l

ଏହି କାର୍ଯ୍ୟକ୍ରମ ରେ ପଥପ୍ରାପ୍ତ ନାଟକ ମାଧ୍ୟମରେ ସଚେତନତା କରଯାଇଥିଲା ଏହି କାର୍ଯ୍ୟକ୍ରମ ରେ ହିଞ୍ଜିଳିକାଟୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ବିଡିଓ ପ୍ରସନ୍ନ କୁମାର ପାତ୍ର ଙ୍କ ସମେତ ହିଞ୍ଜିଳି ଥାନା ର କର୍ମଚାରୀ ମାନେ ଉପସ୍ଥିତ ଥିଲେ l