Friday, November 13, 2026
Home ଆଞ୍ଚଳିକ ବ୍ରହ୍ମପୁର: ଜାତୀୟ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ

ବ୍ରହ୍ମପୁର: ଜାତୀୟ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ

9


ବ୍ରହ୍ମପୁର,(କୁନା ମିଶ୍ର): ସ୍ଥାନୀୟ ITI କଲେଜରେ ଆରମ୍ଭ ହୋଇଯାଇଛି | ସଡ଼କ ସୁରକ୍ଷା ଅଭିଯାନ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର SP ଯୋଗଦେଇ କହିଥିଲେ ଯେ ପ୍ରତେକ ବର୍ଷ ସଡ଼କ ଦୁର୍ଘଟଣାରେ 5000 ଲୋକଙ୍କ ମୃତ୍ୟୁ ହେଉଛି ତେଣୁ ସମସ୍ତେ ସଚେତନ ରହିବା ଆବଶ୍ୟକ ସେହିପରି ବ୍ରହ୍ମପୁର ଟ୍ରାଫିକ ପୋଲିସ ତରଫରୁ ମଧ୍ୟ ଟାଟା ବେଞ୍ଚ ଛକ ଠାରେ ଲୋକଙ୍କୁ ସଚେତନ କରାଯାଇଥିଲା ଚଳିତ ମାସ ଜାନୁୟାରୀ 18ରୁ ଆରମ୍ଭ ହୋଇ ଫେବୁୟାରୀ 17 ତାରିଖ ପର୍ଯନ୍ତ ଜାତୀୟ ସଡ଼କ ସୁରକ୍ଷା ଅଭିଯାନ 2021ପାଳନ କରାଯିବ I

ଆଠଟି ନିୟମ ନ ମାନିଲେ ଜରିମାନା ଦେବାକୁ ପଡିବ 1, ଦ୍ରୁତ ଗତିରେ ଗାଡି ଚଲାଇଲେ 2, ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରିଲେ 3, ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲିମେଟ ନ ପିନ୍ଧିଥିଲେ 4, କାର ଚାଳକ ସିଟ ଟ୍ବେଲ୍ଟ ବାନ୍ଧି ନ ଥିଲେ 5, ରଙ୍ଗ ଡ୍ରାଇଭିଂ,,6, ମଦ ପିଇ ଗାଡି ଚଲାଇଲେ, 7, ଅଧିକ ଯାତ୍ରୀ ଗାଡ଼ିରେ ବସାଇଲେ ଆଦି ନିୟମଟ୍ରାଫିକ ପୋଲିସ ଜାରି କରାଯାଇଛି ଏଥିରେ ଟ୍ରାଫିକ DSP ବିମଲ କାନ୍ତ ନାୟକ IIC ସୁନୀଲ କୁମାର ବେହେରାଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ଶେଷରେ ପରିବହନ ଅଧିକାରୀ ନିଜେ ଟ୍ରାଫିକ ଛକରେ ରହି ଲୋକଙ୍କୁ ସଚେତନ କରୁଥିଲେ ଏବଂ ସେ କହିଛନ୍ତି ଯେ ଅସି 80ଭାଗ ଲୋକ ସଚେତନ ହୋଇସାରିଲେଣି ପ୍ରାୟ ସମସ୍ତେ ହେଲିମେଟ ପିନ୍ଧୁଛନ୍ତି ଦେଖି ଖୁସି ଲାଗୁଚି ବୋଲି କହିଛନ୍ତି |