Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ଖଣ୍ଡୁଆଳ ମନ୍ଦିର ପରିସରରେ ବନ୍ଧୁ ମିଳନ

ଖଣ୍ଡୁଆଳ ମନ୍ଦିର ପରିସରରେ ବନ୍ଧୁ ମିଳନ

71

ଖୋର୍ଦ୍ଧା,(ସଞ୍ଜୀବ କୁମାର): ଆଜି ଜଟଣୀ ରେ ଖଣ୍ଡୁଆଳ ମନ୍ଦିର ପରିସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ। ସଭାପତି ରଶ୍ମିରଞ୍ଜନ ବେହେରା ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଛି ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱଜିତ୍ ସାମନ୍ତରାୟ, ରଶ୍ମି ପଣ୍ଡା, ଭାଗିରଥି ଜେନା, ବନ୍ଦନା ଲେଙ୍କା, ପରେଶ ପଟ୍ଟନାୟକ, ମନୋଜ ବାରିକ, ଚିତ ରଞ୍ଜନ ସାହୁ, ରଶ୍ମିରଞ୍ଜନ ସାମନ୍ତରାୟ, ପ୍ରମୁଖ ଯୋଗ ଦେଇ ଥିଲେ l