
ବିଷମକଟକ,(ପ୍ରସନ କୁମାର ପଣ୍ଡା):ରାୟଗଡା ଜିଲ୍ଲା ପଦ୍ମ ପୁର ବ୍ଲକ ଅଧକ୍ଷ ତଥା ବିଜୁ ଯୁବଜନତା ଦଳର ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ରମାକାନ୍ତ ମାଝୀ(ରମା)ଭାଇଙ୍କ ଉପସ୍ଥିତିରେ CHC Padmapur ଠାରେ ଆୟୋଜିତ Covid-19 Vaccination Cermony 3:45pm ସୁଧା ଜିଲ୍ଲାର ସର୍ବାଧିକ
100ଜଣ ମେଡିକାଲରେ କାର୍ଯ୍ୟରତ ଡକ୍ଟର, ଜି.ANM, ANM, supervisors, ସୁରକ୍ଷାକର୍ମୀ,ଏବଂ ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କ ସମେତ CHCରେ କାର୍ଯ୍ୟରତ BPM ମନୋଜ କୁମାର ପଣ୍ଡା ପ୍ରଥମ ଟୀକା ଗ୍ରହଣ କରିଥିଲେ !!










