
ଆସିକା,୩୦/୯ (କ୍ଷୀରୋଦ ବେହେରା) : ରାଧାଦେଇପୁର ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ରାମକୃଷ୍ଣ ରଥଙ୍କ ଦ୍ଵାଦଶ କାର୍ଯ୍ୟରେ ଯୋଗଦେଲେ l

ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀ ଚରଣ ପାତ୍ର,ନିରାକାର ପ୍ରଧାନ, ଦୁର୍ଗା ପାଢ଼ୀ,ମୁକୁନ୍ଦି ବରାଡ଼,ପ୍ରଦୀପ ସ୍ବାଇଁ, ଆଲୋକ ପ୍ରଧାନ, ରାମ ଚନ୍ଦ୍ର ପ୍ରଧାନ,ସୀମାଞ୍ଚଳ ଗୌଡ଼,ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ଆଲୋକ ପ୍ରଧାନ, ବାଲ୍ମୀକି ପ୍ରଧାନ, ଡାକ ଜେନା,ବାଉରୀ ପ୍ରଧାନ ପ୍ରମୁଖ l
ତାଙ୍କର ଏହି ଅକାଳ ବିୟୋଗରେ ଦୁଃଖରେ ମ୍ରିୟମାଣ ହୋଇଥିବା ଶୋକାକୁଳ ସପରିବାରବର୍ଗ ଙ୍କୁ ସାନ୍ତ୍ଵନା ଦେବା ସହ ଅମର ଆତ୍ମାର ସଦଗତି ପ୍ରାତିଃ ନିମନ୍ତେ ଜଗତର ନାଥ ଜଗନ୍ନାଥଙ୍କ ଶ୍ରୀ ଚରଣରେ ନୀରବ ପ୍ରାର୍ଥନା କରିଥିଲେ l



