
ସାନଖେମୁଣ୍ଡି,(ଜ଼ିଲ୍ଲା ଖବର): ଭାରତୀୟ ଜନତା ପାର୍ଟିର ନେତା ତଥା ସାନଖେମୁଣ୍ଡି ବ୍ଲକ 60No Zone ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଗଦାଧର ସ୍ୱାଇଁ କିଛି ଦିନ ତଳେ ଘୁମୁସର ଜିଲ୍ଲା ତରଫରୁ District Secretary ନୂଆଁ ପଦବୀ ପାଇଥିଲେ ତେଣୁ ସାନଖେମୁଣ୍ଡି ବ୍ଲକ BJP Media Cell Team ସୁଦର୍ଶନ ଚୌଧୁରୀ, ଶ୍ରୀକାନ୍ତ ସ୍ୱାଇଁ, ନିରଞ୍ଜନ ସାହୁ ଏବଂ ପୋଡାମାରି ମଣ୍ଡଳ ସଭାପତି ଲିଟୁ ପ୍ରଧାନ ଏବଂ ଆଦିବାସୀ ବନ ଜାତି ତରଫରୁ ସୁବର୍ଣ୍ଣଗଡ଼ ଗ୍ରାମ ସାରା ବୁଲାଇ ସ୍ୱାଗତଂ ସମର୍ଦ୍ଧନା କରିଥିଲେ।


