Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ଗୁଡ଼ିଉଡ଼ା ଉତ୍ସବ ପାଳିତ ମଦନପୁର ପଞ୍ଚାୟତର

ଗୁଡ଼ିଉଡ଼ା ଉତ୍ସବ ପାଳିତ ମଦନପୁର ପଞ୍ଚାୟତର

10
Sanjiv Kumar

ରୀପୋର୍ଟ,{ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର}:ଜଟଣୀ ବ୍ଲକ ମଦନପୁର ପଞ୍ଚାୟତର ମଦନପୁର ହାଇସ୍କୁଲ ଖେଳପଡ଼ିଆରେ ନବଜ୍ୟୋତି ଆନୁକୂଲ୍ୟରେ ୨ୟ ମଦନପୁର ଗୁଡ଼ିଉଡ଼ା ଉତ୍ସବ-୨୦୨୧ ପାଳିତ. ଆୟୋଜିତ ହୋଇଯାଇଛି । ନିୟମନୁସାରେ, ୧୬ବର୍ଷରୁ କମ ବୟସର ୧୨୦ଜଣ ଆଜି ଗୁଡ଼ିଉଡ଼ାରେ ଭାଗ ନେଇଥିଲେ । ଏବଂ ସମସ୍ତଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁର ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ ଏବଂ କିଛିସମୟ ପାଇଁ ନଟେଇ ଧରି ଗୁଡ଼ି ଉଡ଼ାଇଥିଲେ। ଉତ୍ସବରେ ଏୟାର ଇଣ୍ଡିଆ କ୍ୟାପ୍ଟେନ୍ ମନ୍ମଥ ରାଉତରାୟ ଓ ଅନୁଷ୍ଠାନର ସଭାପତି ଛେନୁ ଶେଖର ପଟ୍ଟ ନାୟକ, ତାପସ ବିଦ୍ୟାଧର, ସତ୍ୟରଞ୍ଜନ ଜେନା, ଲିଲୁ ଛୁଆଳସିଂହ, ବୁଲୁ ବଳିଆର ସିଂ, ଅରବିନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।