Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ଜଟଣୀ ଭାଜପାର ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

ଜଟଣୀ ଭାଜପାର ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

32

ଜଟଣୀ,(ସଞ୍ଜୀବ କୁମାର): ଖୋର୍ଦ୍ଧା ଜିଲ୍ଲାଭାଜପା ପକ୍ଷରୁ ବୁଧବାର ମଧ୍ୟାହ୍ନରେ ଜିଲା ଓ ନଗରସ୍ତରୀୟ ବନ୍ଧୁମିଳନ ଏବଂ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ବାରଭାଇ ଖଣ୍ଡୁଆଳ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି । ଜଟଣୀ ନଗର ମଣ୍ଡଳ ସଭାପତି ତିରୁପତି ଶତପଥୀଙ୍କ ସଭାପତିତ୍ୱରେ ଏହି ସଭାର ଆୟୋଜନ ହୋଇଥିଲା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନବନିର୍ମିତ ଜଟଣୀନଗର ପ୍ରଭାରୀ ବିଜୟ କୁମାର ସ୍ୱାଇଁ ।

ଏହି ଅବସରରେ ମଚାଂସିନ ସମସ୍ତ ଅତିଥୀମାନଙ୍କୁ ଉପସ୍ଥିତ ଭାଜପା କର୍ମିମାନେ ଉତରୀୟ ଓ ପୁଷ୍ପଗୁଛ୍ ଦେଇ ସମ୍ବର୍ଦ୍ଧନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାଜିଲା ସଭାପତି ରଶ୍ମୀରଂଜନ ମହାପାତ୍ର, ଉପସଭାପତି ରୋଜିନାରାଣୀ ଦାଶ,ବିଧାୟକ ପ୍ରାର୍ଥୀ ବିଶ୍ୱରଂଜନ ବଡଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଜଂ କିଶୋର ପଟ୍ଟନାୟକ, ଜିଲା ସମ୍ପାଦକ ଶକ୍ତି ମିଶ୍ର, ଚନ୍ଦକା ମଣ୍ଡଳ ପ୍ରଭାରୀ ତଥା ଜିଲା କାର୍ଯ୍ୟକାରିଣୀ ସଦସ୍ୟ ମନୋରଂଜନ ମାର୍ଥା,

ପୁର୍ବତନ ମଣ୍ଡଳ ସଭାପତି ନିରଜଂନ ପଣ୍ଡା, ଜିଲା ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣାଭଜଂଦେଓ, ସାଂସଦ ପ୍ରତିନିଧୀ ପଦ୍ମଚରଣ ପ୍ରଧାନ, ଭୂଆସୁଣୀ ମଣ୍ଡଳସଭାପତି ଭିଷ୍ମ ଜେନା,ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ମହାପାତ୍ର, ପୁର୍ବତନ କାଉନସିଲର ଭାଜପାକର୍ମି ପ୍ରତାପ ବରାଳ ପ୍ରମୁଖଙ୍କ ସହିତ ସମସ୍ତ କର୍ମକର୍ତା ଯୋଗଦେଇଥିଲେ ।