Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ଖୋର୍ଦ୍ଧାରେ ପହଂଚିଲାକୋଭିଡ ଭ୍ୟାକ ସିନ

ଖୋର୍ଦ୍ଧାରେ ପହଂଚିଲାକୋଭିଡ ଭ୍ୟାକ ସିନ

26

ଖୋର୍ଦ୍ଧା,(ସଞ୍ଜୀବ କୁମାରକ): ରୋନା ରୋଗର କବଚ ଖୋର୍ଦ୍ଧାରେ ପହଂଚିଲା। କଫ ସୁରକ୍ଷା ମଧ୍ୟରେ ସ୍ୱତନ୍ତ୍ର ଭ୍ୟା ନ ଯୋଗେ କୋଭିଡ ଭ୍ୟାକ ସିନ ଖୋର୍ଦ୍ଧା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପରିସର ରେ ଥିବା ଟୀକା କରଣ ଭଣ୍ଡାର ଗୃହ ରେ ପହଂଛିଛି।

ପ୍ରଥମ ପର୍ଯ୍ୟାୟରେ ୬୧୫୦ ଡୋଜ ଟୀକା ଆସିଛି। ଟୀକା କୁ ସ୍ୱତନ୍ତ୍ର ଗୃହରେ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି। ଆସନ୍ତା ୧୬ ତାରିଖ ଦିନ ଜିଲ୍ଳାର  ଜଟଣୀ, ମେଣ୍ଢା ସାଳ, ବାଲୁଗାଁ , ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନା ସମେତ  ୫ ଟି ସ୍ଥାନରେ କୋଭିଡ ଟୀକା କରଣ ର ଶୁଭାରମ୍ଭ ହେବ। ପୂର୍ବରୁ ଏହି ସବୁ କେଣ୍ଡରେ ଡ୍ରାଏ ର ନ ହୋଇସାରିଛି। ପ୍ରଥମେ ସ୍ୱାସ୍ଥ୍ୟ କର୍ମୀମାନେ ଏହି କୋଭିଡ ଟୀକା ନେବାର ସୁଯୋଗ ପାଇବେ I