Wednesday, November 11, 2026
Home ଆଞ୍ଚଳିକ ଛତ୍ରପୁର:ତାମ୍ପରା ହ୍ରଦ ପାଖ ଜାତୀୟ ରାଜପଥରେ ଏକ ଗ୍ୟାସ ଭରି ଟେଙ୍କର ଘନ କୁହୁଡି ଯୋଗୁଁ...

ଛତ୍ରପୁର:ତାମ୍ପରା ହ୍ରଦ ପାଖ ଜାତୀୟ ରାଜପଥରେ ଏକ ଗ୍ୟାସ ଭରି ଟେଙ୍କର ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଗସ୍ତ

21

ଛତ୍ରପୁର,୧୩/୦୧ (ପ୍ରଦୀପ)ଛତ୍ରପୁର ତାମ୍ପରା ହ୍ରଦ ପାଖ ଜାତୀୟ ରାଜପଥରେ ଏକ ଗ୍ୟାସ ଭରି ଟେଙ୍କର ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଗସ୍ତ ହୋଇଥିଲା । ଏହାକୁ ନେଇ ପୋଲିସ ତୁରନ୍ତ ତତ୍ପରତା ଦେଖାଇ ଉକ୍ତ ଜାତୀୟ ରାଜପଥ ରାସ୍ତାକୁ ସିଲ କରି ଦେଇଥିଲେ ।

ଆଜି ସକାଳେ ଉକ୍ତ ଅଞ୍ଚଳକୁ ଦୌଡ଼ିରେ ବେରିକେଟ କରାଯାଇଛି | ଛତ୍ରପୁର ପୋଲିସ ପକ୍ଷରୁ ଜନସାଧାରଣ ସାବଧାନ ଅବଲମ୍ବନ କରିବାକୁ ନିର୍ଦ୍ଦେଶ କରାଯାଇଛି |