Thursday, November 12, 2026
Home ଜିଲ୍ଲା ବିଏସଏନଏଲ ସେବା ବାଧାପ୍ରାପ୍ତ ଯୋଗୁଁ ସମ୍ପୂର୍ଣ୍ଣ ସରକାରୀ ସେବା ଗୁଡିକ ଠପ

ବିଏସଏନଏଲ ସେବା ବାଧାପ୍ରାପ୍ତ ଯୋଗୁଁ ସମ୍ପୂର୍ଣ୍ଣ ସରକାରୀ ସେବା ଗୁଡିକ ଠପ

17

ଚନ୍ଦ୍ରପୁର,{କୈଳାଶ ମାଳବିଶୋଇ}: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ର ସ୍ୱାସ୍ଥ୍ୟ, ଶିକ୍ଷା, ଓ ଯୋଗାଯୋଗ ବିଏସଏନଏଲ ନେଟୱାର୍କ ବିଛିନ୍ନ ହେତୁ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଦୀର୍ଘ ସାତଦିନ ହେବ ବିଏସଏନଏଲ ନେଟୱର୍କ ବିଛିନ୍ନ ହେତୁ ବିଭିର୍ଣ ପ୍ରକାରର ସମସ୍ୟ ଦେଖା ଦେଇଛି ସେତିମଧ୍ୟରୁ ଶିକ୍ଷା,108 ଏବଂ 102 ଆମ୍ବୁଲାନ୍ସସ୍ ସେବା ହଇପାରୁନାହଁ ଗର୍ବଭାତୀ ମହିଳା ଓ ସାଧାରଣ ଲୋକ ବହୁସମସ୍ୟା

ରେ ସମ୍ମୁଖୀନ ହେଉଛନ୍ତି ଏଥିପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୁଷ୍ଟ ଜାହିର କରି ଆଜି ଗଣଧାରଣା ରେ ବସିଛନ୍ତି ନେଟୱର୍କ ନିମନ୍ତେ ବିଏସଏନଏଲ ଏ ସ ଡି ଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ଜଣେଇଲା ପରେ ମଧ୍ୟ କୋୖଣସି ଫଳ ନ ମିଳିବାରୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ ପୂର୍ବତନ ସରପଞ୍ଚ ସୁବାଷ ମାଝୀ , ବ୍ଲକ ବଜେପି ସଭାପତି ମିଟୁ ପ୍ରଧାନୀ କଂଗ୍ରେସ ସଦସ୍ୟ ରତନ ଦାଶ ମାଳବିଶୋଇ ଙ୍କ ନେତୃତ୍ୱରେ ଚାନ୍ଦ୍ରପୁର ଅଞ୍ଚଳ ର ବହୁ ଜନ ସାଧାରଣ ଲୋକ ବ୍ଲକ ଆଗରେ ସ୍ଥାୟୀ ସମାଧାନ ପାଇଁ ଗଣଧାରଣା ରେ ବସିଛନ୍ତି |