
ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): ଓଡ଼ିଶା ମୋଟର ଚାଳକ ସଂଘ ଶାଖା ଦାରିଙ୍ଗବାଡ଼ି ତରଫରୁ ଡୁଲୁରିଠାରେ ବୈଠକ ଅନୁଷ୍ଠିତ ହୋଇଥିଲା ,ଏହି ବୈଠକରେ କନ୍ଧମାଳ ଜିଲ୍ଲା ଉପଦେଷ୍ଟା ଫିଲପ କୁମାର ଦିଗାଳ ବାଲିଗୁଡ଼ା ଶାଖା ସଭାପତି ଅଭିରାମ ଦିଗାଳ ଦାରିଙ୍ଗବାଡ଼ି ଶାଖା ସଭାପତି ବାବୁଲା ପ୍ରଧାନ ସମ୍ପାଦକ କିଶୋର ପ୍ରଧାନ କୋଷାଧ୍ୟକ୍ଷ ସୁରିଆ ପ୍ରଧାନ ଦାରିଙ୍ଗବାଡ଼ି ଶାଖା ର ସମସ୍ତ ସଦସ୍ଯ
ପରସ୍ପରକୁ ନୂତନ ବର୍ଷ ର ଅଭିନନ୍ଦନ ଜଣାଇବା ସହିତ ସମସ୍ତ ଗାଡି ଚାଳକ ମାନଙ୍କୁ ମଦ୍ୟପାନ ନକରି ଗାଡି ଚଳାଚଳ କରିବା ସରକାରଙ୍କ ଟ୍ରାଫିକ ନିୟମ ମାନି ଗାଡି ଚଲେଇବା ସମୟରେ ଫୋନ୍ ରେ କଥା ନ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।







