Monday, October 12, 2026
Home ଜିଲ୍ଲା କନ୍ଧମାଳ ମୁଣ୍ଡାସାହି: ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ପକ୍ଷରୁ କମଳ ବଣ୍ଟନ

ମୁଣ୍ଡାସାହି: ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ପକ୍ଷରୁ କମଳ ବଣ୍ଟନ

92

ବାଲିଗୁଡା,{ସୁକାନ୍ତ କୁମାର ତ୍ରିପାଠୀ}:କନ୍ଧମାଳ ଜିଲ୍ଲା ବାଲିଗୁଡା ମୁଣ୍ଡାସାହି ଠାରେ ଆଜି ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ସମ୍ବଲପୁର ଶାଖା ଆନୁକୂଲ୍ୟରେ ଶିଶୁ ଓ ଗରିବ ମହିଳା ମାନଙ୍କୁ କମଳ ବଣ୍ଟନ କରାଯାଇଥିଲା | ସଂସ୍ଥା ର ପରିଚାଳିକା ବନଜ୍ୟୋସ୍ନା ପ୍ରଧାନ ମହିଳା ଓ ଶିଶୁକୁ କମ୍ବଳ ବାଣ୍ଟି ସଂସ୍ଥା ର ଉଦେଶ୍ୟ ସମ୍ପର୍କରେ ଜଣାଇଥିବା ଏବଂ ସଂସ୍ଥା ର କାର୍ଯ୍ୟକ୍ରମ ଗୁଡିକୁ ଚଳିତ ମାର୍ଚ୍ଚ ମାସରେ ମହିଳା ଓ ଶିଶୁଙ୍କ ନିମନ୍ତେ କାର୍ଯ୍ୟ କରିବ ବୋଲି ଜଣାଇ ଥିଲେ |