Thursday, October 15, 2026
Home ଜିଲ୍ଲା କନ୍ଧମାଳ ବାଲିଗୁଡ଼ା ଠାରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ରୁଦ୍ରକାଳୀ ନାମକ ଏକ ବସରେ ଲାଗିଲା ନିଆଁ

ବାଲିଗୁଡ଼ା ଠାରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ରୁଦ୍ରକାଳୀ ନାମକ ଏକ ବସରେ ଲାଗିଲା ନିଆଁ

123

ବାଲିଗୁଡା,11/01/2021{ସୁକାନ୍ତ କୁମାର ତ୍ରିପାଠୀ }: କନ୍ଧମାଳ ଜିଲ୍ଲା ଜାତୀୟ ରାଜପଥ ରୁଦ୍ରକାଳୀ ବସରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି | ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିଗୁଡ଼ା ଥାନା ଅନ୍ତର୍ଗତ ଦାରିଙ୍ଗବାଡି ଛକ ଠାରେ | ଆଜି ରୁଦ୍ରକାଳୀ ନାମକ ଏକ ଘରୋଇ ବସ ଏମ ବାଲିଗୁଡା ଠାରୁ ଭଞ୍ଜନଗର ଅଭିମୁଖେ ଯିବାବେଳେ ହଠାତ ବସରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇ ଥିବା ସୂଚନା ମିଳିଛି | ଘଟଣା ସ୍ଥଳରେ ବାଲିଗୁଡ଼ା ର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ | କୌଣସି ଯାତ୍ରୀ ଙ୍କ ଅସୁବିଧା ହୋଇନଥିବା ଜଣା ପଡ଼ିଛି |