
ବ୍ରହ୍ମପୁର,{ବିଜୟ କୁମାର ଗୌଡ଼): ମହାନଗର ନୁଆଁ ବସଷ୍ଟାଣ୍ଡ ରୋଡ ଠାରେ 99 ଷ୍ଟୋରେଜ୍ ନାମକ ଏକ ସପିଙ୍ଗ ମଲ୍ ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଓ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର କୋରକୋମଳରେ ଉଦଘଟିତ ହୋଇଯାଇଛି।
ଘୋରେଇ ଜିନିଷ ଓ ଛୋଟ ପୁଅ ଝିଅଙ୍କ ଖେଳଣା ଆଦି ସମସ୍ତ ଜିନିଷ କେବଳ ମାତ୍ର 99 ଟଙ୍କାରେ ଉପଲୋବ୍ଧ।99 ଷ୍ଟୋରେଜର ମାଲିକ ସୁବାସ ପାତ୍ରଙ୍କ ଉପସ୍ତିତରେ ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଓ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଙ୍କ

ସମେତ ପୁର୍ବତନ ବ୍ଳୋକ ଅଧ୍ୟକ୍ଷ କାଶି ନାଥ ବିଶୋୟୀ,ପୁର୍ବତନ କୋରପରେଟର ଧବଳ ବେହେରା,ଅନିଲ କୁମାର ଚୌଧୁରୀ ଙ୍କ ସମେତ ବହୁ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି।


