
ବାଲିଗୁଡା- 09/01/{ସୁକାନ୍ତ କୁମାର ତ୍ରିପାଠୀ}:କନ୍ଧମାଳ ଜ଼ିଲା ବାଲିଗୁଡା ବ୍ଲକ ର ବାରଖାମ ଗ୍ରାମରେ Living Stone Ministry ଅନୁଷ୍ଠାନ ତରଫରୁ ତୁମୁଡିବନ୍ଧ ବ୍ଲକ ଓ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ବିଧବା ମା ମାନକୁଂ ସଦୟାରେ ନୂତନ ବର୍ଷ ଉପଲକ୍ଷୀୟ ଲୁଗା ବଣ୍ଟନ କରିଥିଲେ । ଏହି ଅନୁଷ୍ଠାନ ଏହି ଗରୀବ, ଅସହାୟ, ବିଧବା ମା ମାନକୁଂ ପ୍ରତେକ ବର୍ଷ ଭୀଭିନ୍ନ ଜିନିଷ ଦେଇ ସେମାନକଂ ଖୁସୀରେ ଖୁସି , ଆନନ୍ଦ ରେ ଆନନ୍ଦ ଏବଂ ବିପଦରେ ସାହ ହଇ ଉଛାହିତ କରି ସମାଜରେ ପରିଚୟ ଏବଂ ପିଲାମାନଙ୍କୁ ଶିୟା ପ୍ରଧାନ କରାନ୍ତି ।
ପ୍ରତିବର୍ଷ ଏହିପରି ଜନହିତ କାର୍ଯ୍ୟ କରି ଆସୁଥିବା ଅନୁଷ୍ଠାନର ମୁଖ୍ୟଙ୍କୁ ଗ୍ରାମବାସୀ ଏବଂ ବୁଦ୍ଧିଜୀବି ମହଲରେ ପ୍ରଶଂସା କରି ଆଗକୁ ଏହିପରି ଅନେକ କାର୍ଯ୍ୟ କରିବାକୁ ଉତ୍ସାହିତ କରାଯାଉଛି l ଶାଡୀ ଗ୍ରହଣ କରିଥିବା ମା ମାନେ ଅତ୍ୟନ୍ତ ଖୁସି ହେଵା ସହିତ ଏହା ଅତି ଉପକାରୀ ଅଟେ ବୋଲି କହିଛନ୍ତି ଓ ଅନୁଷ୍ଠାନ କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।




