Monday, October 19, 2026
Home ଅପରାଧ ଖୋର୍ଦ୍ଧା ଜିଲ୍ଲା: ଅବସରପ୍ରାପ୍ତ ରେଳକର୍ମଚାରୀଙ୍କଠାରୁ ଲୁଟ

ଖୋର୍ଦ୍ଧା ଜିଲ୍ଲା: ଅବସରପ୍ରାପ୍ତ ରେଳକର୍ମଚାରୀଙ୍କଠାରୁ ଲୁଟ

24
Google

ଜଟଣୀ,୦୬/୦୧/୨୦୨୧(ସଞ୍ଜୀବ କୁମାର): ବୁଧବାର ପୁର୍ବାହ୍ନରେ ଜଟଣୀ ଅଂଚଳର ଅବସରପ୍ରାପ୍ତ ରେଳକର୍ମଚାରୀ ଭଗବାନ ମହାପାତ୍ର ସ୍ଥାନୀୟ ସୀତାରାମଛକ ସ୍ଥିତ ସେଂଟ୍ରାଲ ବ୍ୟାଙ୍କରୁ ପେନସନ ବାବଦରେ ଥିବା ୨୦ହଜାର ଟଙ୍କାକୁ ଉଠାଣକରି ଏକ ବ୍ୟାଗରେ ନେଇ ଯାଉଥିଲେ । ମାତ୍ର ଏହି ସମୟରେ ୨ଜଣ ଯୁବକ ଏକ ଗ୍ଲାମର ବାଇକରେ ଆସିତାଙ୍କଠାରୁ ଉକ୍ତ ବ୍ୟାଗଟି ଝାମ୍ପିନେଇ ଚମ୍ପଟ ମାରିଥିଲେ ।

ଭଗବାନ ସେଠାରେ ପାଟି କରିବାରୁ ଦୁର୍ବୁତମାନେ ଅନ୍ୟଏକ ବାଟଦେଇ ସେଠାରୁ ଖସିପଳାଇବାରେ ସକ୍ଷମ ହୋଇଥିଲେ | ଏନେଇ ଜଟଣୀଥାନାରେ ଅଭିଯୋଗ କରିଥିଲେ ।