
କଟକ,(ଏସ ଏମ ପି): ନିଶାଦ୍ରବ୍ୟ ସେବନ ଓ କାରବାର ବିରୋଧରେ ଚାଲିଥିବା ଆମର ଅଭିଯାନରେ ଆଜି ଜଗତପୁର ପୋଲିସ ଆଇ.ବି. ରୋଡଠାରେ ଚଢ଼ାଉ କରି ବ୍ରାଉନସୁଗାର ବିକ୍ରେତା ପ୍ରସାନ୍ତ ପଲେଇକୁ ଗିରଫ କରିବା ସହିତ ୩୫.୯୬୦ ଗ୍ରାମ ବ୍ରାଉନସୁଗାର, ୨ଟି ମୋବାଇଲ୍ ଓ ଏକ ବାଇକ ଜବତ କରିଛନ୍ତି I ସହରରେ ନିଶାଦ୍ରବ୍ୟ କାରବାର ବିଷୟରେ ଆମକୁ ଜଣାଇବାକୁ ଜନସାଧାରଣଙ୍କୁ ଅନୁରୋଧ I




