
ଭୁବନେଶ୍ୱର,(ଆଇ ପି ଆର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ସନ୍ଧ୍ୟା ୫.୦୦ ଘଟିକାରେ @OdishaFS_HGs_CD ବିଭାଗର ନୂତନ ୱେବସାଇଟ ‘http://odishafshgscd.gov.in’ ଏବଂ ‘ଫାୟାର ପାର୍କ’ ଲୋକାର୍ପଣ କରିବାକୁ ଯାଉଛନ୍ତି। ଓଡ଼ିଶା ଅଗ୍ନିଶମ ସେବା ବିଭାଗର ବିଭିନ୍ନ କାର୍ଯ୍ୟର ସୁପରିଚାଳନା କ୍ଷେତ୍ରରେ ଏହା ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। @MoSarkar5T


