
ଭଞ୍ଜନଗର, {ବବି ରଥ}: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଫିକା ପର୍ଯ୍ୟଟନ ସ୍ଥଳ ନିକଟରେ ଥିବା ଲୋହରା ଖଣ୍ଡି ଡେମ ତଥା ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥବା ଏହି ସ୍ୱର୍ଗତ ବିଜୁପଟନାୟକ ଶିଶୁ ଉଦ୍ୟାନ ପାର୍କ ଏଠି ପ୍ରତ୍ୟେକ ବର୍ଷ ଓଡିଶା ଏବଂ ଓଡିଶା ବାହାରୁ ବହୁପର୍ଯ୍ୟଟକ ଏଠାକୁଦେଖି ବାକୁ ଆସୁଥାନ୍ତି |
କିନ୍ତୁଏ ବର୍ଷ ସରକାରଙ୍କ କୋଭିଡ ନିୟମ କୁମାନି ଜନସାଧାରଣ ଆସିବା ବନ୍ଦ କରିଦେଇଛନ୍ତି | ହାତ ଗଣତି କିଛି ପ୍ରଯ୍ୟଟକ ଆସି ନିରାଶ ହୋଇ ଫେରି ବାକୁ ବାଧ୍ୟ୍ୟ ହୋଇଛନ୍ତି | ଯଦି ସରକାର ଏହି ଭଳି ଦର୍ଶନୀୟ ସ୍ଥାନ ଗୁଡିକୁ କିଛି ନିୟମ କରି ଖୋଲନ୍ତେ ତେବେ ଜନସାଧାରଣ ବୁଲି ଦେଖିବାର ମଜା ଏହି ନୂଆ ବର୍ଷରେ ନେଇପାରିଥାନ୍ତେ |
















