Tuesday, November 17, 2026
Home ଆଞ୍ଚଳିକ ଭଞ୍ଜନଗରରେ ଫୁଲର ବ୍ୟବସାୟ ବୃଦ୍ଧି

ଭଞ୍ଜନଗରରେ ଫୁଲର ବ୍ୟବସାୟ ବୃଦ୍ଧି

30

ଭଞ୍ଜନଗର, {ବବି ରଥ}:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ନୂଆବର୍ଷ ପାଇଁ ସମସ୍ତ ବ୍ୟବସାୟକିଛି,କିଛି ଜାଗାରେ କୋଭିଡ ନିୟମକୁ ପାଳନକରି ଚାଲିଥିବାର ଦେଖି ବାକୁ ମିଳିଥିଲା |

ଯାହାହେଉନା କାହିଁ ଫୁଲ ବ୍ୟବସାୟ କରୁଥିବା ଭାଇମାନେ ବ୍ୟବସାୟରେ ଖୁସିଥିବା ଜଣା ପଡୁଥିଲା ସେମାନଙ୍କ ମୁହଁର ଖୁସିଦେଖି ରୋଜଗାର ହରାଇ ଥିବାବହୁତ ଯୁବ ବ୍ୟବସାୟୀ ମାନେ ତାଙ୍କ ରୋଜଗାର କୁନେଇ ଖୁସିସହ ସମସ୍ତକୁ ନୂତନବର୍ଷର ଅଭିନନ୍ଦନ ଜଣାଇଛନ୍ତି |