Friday, November 13, 2026
Home ଆଞ୍ଚଳିକ ଭଞ୍ଜନଗର: ନୂଆବର୍ଷର ପ୍ରଥମ ରାତିଜନଶୂନ୍ୟ

ଭଞ୍ଜନଗର: ନୂଆବର୍ଷର ପ୍ରଥମ ରାତିଜନଶୂନ୍ୟ

47

ଭଞ୍ଜନଗର, {ବବି ରଥ}: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରକୁ ସଂଯୋଗ କରୁଥବା ସମସ୍ତ ରାସ୍ତା ଘାଟ ତଥାସମସ୍ତ ଅଞ୍ଚଳ ଶୂନଶାନ ଦେଖିବାକୁ ମିଳିଥିଲା ନୂଆବର୍ଷର ଆଗ ରାତ୍ରି ତଥା ଜ଼ିରୋ ନାଇଟ ରେ ଏବଂ ନୂଆବର୍ଷର ପ୍ରଥମ ରାତି ମଧ୍ୟ୍ୟ ଜନଶୂନ୍ୟ ହୋଇଯାଇଥିଲା |

ସରକାରଙ୍କ କୋଭିଡ ନିୟମକୁ ଲୋକେ ପାଳନ କରିଥିଲେ ମଧ୍ୟ୍ୟ ନିଜ -ନିଜର ଖୁସିକୁ ଲୋକେ ଘରେ ରହି ପାଳନ କରିଥିଲେ | କିଛି ସ୍ଥାନରେ ଦେଖିବାକୁ ମିଳିଥିଲା ପୋଲିସ ବିଭାଗ ତରଫରୁ ଅମାନିଆଙ୍କୁ ମନାଇବାରେ.ଯାହାହଉନା କାହିଁ ସତରେ କରୋନା ଆଯିବି ଲୋକଙ୍କୁ ତାକବଳରେ ବାନ୍ଧି ନୂତନ ବର୍ଷର ଅଭିନନ୍ଦନ ଜଣାଉଛି |