
ଭଞ୍ଜନଗର,(ବବି ରଥ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରୁ ବ୍ରହ୍ମପୁର ଯିବା ରାସ୍ତା ଗୋବେରା ମୂଖ୍ୟ ରାସ୍ତା ନିକଟ ରେ ଥିବା ଏକ ସୁନ୍ଦର ପରିବେଶ ରେ ଥିବା ଏହି ଦି ବ୍ୟ ଏବଂ ଭବ୍ୟ ଆଶ୍ରମ ସହିତ ମନ୍ଦିରକୁ ଦେଖିଲେହିଁ ଜଣାପଡେ ଏହାର ପ୍ରକୁତ ଦିବ୍ୟ ଅନୁଭୂତି | ଏଠାରେ ପୂଜା ପାଆନ୍ତି ଗୋଟିଏ ମୂର୍ତ୍ତି ଯେଉଁଠି ଶିବବିଷ୍ଣୁ ଅର୍ଥାତ ଅନାଦି ଅନନ୍ତ ଶକ୍ତିସ୍ୱରୂପ |
ପାର୍ଶ୍ଵ ରେ ପୁଣି ଶିବ ଏବଂ ବିଷ୍ଣୁ ସହିତ ଅନ୍ୟାନ୍ୟ ଭଗବାନଙ୍କ ମୂର୍ତ୍ତି ସହିତ ଏକ ପ୍ରକୃତିକ ପୋଖରୀ ତାହା ସହିତ ଆଶ୍ରମରେ ରହି ଆସୁଥିବା ଜଣେ ମାତା ପରିବେଶଟି ସପୂର୍ଣ ଫୁଲ -ଫଳ ରେ ପରିପୂର୍ଣ ସହିତ ସତେଜେମିତି ସମସ୍ତ ଙ୍କୁ ତାର ଭକ୍ତିମୟ ଭାବନାରେ ସମସ୍ତ ଭକ୍ତଙ୍କୁ କିଛି କହିବାକୁ ଆଗେଇ ଆସୁଛି |












