Monday, November 16, 2026
Home ଆଞ୍ଚଳିକ ହାତୀ ଆକ୍ରମଣରେ ଜଣେ ମୃତ୍ୟୁ

ହାତୀ ଆକ୍ରମଣରେ ଜଣେ ମୃତ୍ୟୁ

19

ଭଞ୍ଜନଗର,(ବବି ରଥ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗାଲେରି ପଂଚାୟତ ବ ଦାଙ୍ଗି ଅଞ୍ଚଳର ନୂଆପର୍ଲି ଠାରେ ହାତୀମାନଙ୍କ ଆକ୍ରମଣରେ ଜଣେ ଶୁକୃ ନାଇକ(52)ଙ୍କ ଘଟଣା ସ୍ଥାନରେ ମୃତ୍ୟୁ, ଗାଲେରି ନିବାସୀ ବାବୁଲା ଗୌଡ଼ଙ୍କ ସାନପୁଅ ଗଣେଷ ଗୌଡ଼ (12)ଗୁରୁତର ଆହତ ହୋଇ ଭଞ୍ଜନଗର ମେଡିକାଲ ରେ ଭର୍ତି ହୋଇ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାତ୍ରିତ ହୋଇଛନ୍ତି | ଜଙ୍ଗଲ ବିଭାଗ ତରଫରୁ ହାତୀ ମାନଙ୍କ ଉପରେ ନଜର ରଖାଯାଇଛି | ସେଠାରେ ଏକ ଭୟା -ଭୟ ଏବଂ ଶୋକାକୁଳ ପରିସ୍ଥିତି ଲାଗିରହିଛି |