Thursday, November 12, 2026
Home ଆଞ୍ଚଳିକ ଭଞ୍ଜନଗର ସହରର ମୁଖ୍ୟ ରାସ୍ତା: ଟ୍ରାଫିକ ସପୂର୍ଣ ବିଫଳ

ଭଞ୍ଜନଗର ସହରର ମୁଖ୍ୟ ରାସ୍ତା: ଟ୍ରାଫିକ ସପୂର୍ଣ ବିଫଳ

24

ଭଞ୍ଜନଗର,(ବବି ରଥ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ର ମୁଖ୍ୟ ରାସ୍ତା ହେଉଛି ବ୍ରହ୍ମପୁର, ଫୁଲବାଣୀ, ଦଶପଲ୍ଲା ଏବଂ ଭୁବନେଶ୍ୱର କୁ ସଂଯୋଗ କରୁ ଥିବା ଏକ ମୁଖ୍ୟ ରାସ୍ତା ଟିଏ. କିନ୍ତୁ ସଦା -ସର୍ବଦା ଏହି ରାସ୍ତା ଦେଇ ଅସଂଖ୍ୟ ଯାନ-ବାହାନସହିତ ସର୍ବସାଧାରଣ ଯିବା ଆସିବା କରନ୍ତି |

କିନ୍ତୁ ନା ପ୍ରଶାସନ, ନା ପୋଲିସ ବିଭାଗର ତତ୍ପରତା ନା ବ୍ୟବସାୟ କରୁଥିବା ଦୋକାନ ମାନଙ୍କ ଦୃଷ୍ଟି | ସତେ ଯେମିତି ସମସ୍ତେ ଏଠି ଟ୍ରାଫିକ ସହିତ ଗାଡିଗୁଡାକୁ ନିୟଂତ୍ରଣ କରିବାରେ ସପୂର୍ଣ ବିଫଳ | ଏହା ଏକ ଜନଅସନ୍ତୋଷ ରେ ପରିଣତ ହୋଇଛି | ଏହାକୁ କିପରି ଠିକ କରାଯାଇ ପାରିବ ସାଧାରଣରେ ଆଲୋଚନା ହେଉଛି |