Saturday, November 14, 2026
Home ଆଞ୍ଚଳିକ ବାଇକ ଦୁର୍ଘଟଣାରେ ସିଆରସି ମୃତ୍ୟ

ବାଇକ ଦୁର୍ଘଟଣାରେ ସିଆରସି ମୃତ୍ୟ

37

ହିଞ୍ଜିଳି,(ଲକ୍ଷ୍ମୀ ନାରାୟଣ ମିଶ୍ର): ଗଂଜାମ ଜ଼ିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଦୟାପଲ୍ଲୀ ରାମଚନ୍ଦ୍ରପୁର କୁ ସଂଯୋଗ କରୁଥିବା କେନାଲ ବ୍ରିଜ ଉପରେ ବାଇକକୁ ବାଇକ ଧକ୍କା ଦେଇ ଜଣେ ଶିକ୍ଷକଙ୍କ ଘଟଣା ସ୍ଥଳରେ ମୃତ୍ୟ ବରଣ କରିଛନ୍ତି l ଶିକ୍ଷକ ଜଣକ ଆଙ୍କୁଶପୁର ଗ୍ରାମର ଦଣ୍ଡପାଣି ସାହୁ (45) I ଆଙ୍କୁଶପୁର ଡିଭିଜନ ସିଆରସିସି ଭାବରେ କାର୍ଯ୍ୟ କରିଆସୁଥିଲେ l

ଶହେ ଆଠ ଆମ୍ବୁଲାନ୍ସ ଦ୍ୱାରା କୁକୁଡାଖଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଆସିଲା ପରେ ଡାକ୍ତର ମୃତ୍ୟ ଘୋଷଣା କରିଥିଲେ ଏହା ସବ ବ୍ୟବଛେଦ ପାଇଁ ବ୍ରହ୍ମପୁର ଏମ. କେ. ସିଜି କୁ ସ୍ଥାନାଂତର କରିଛନ୍ତି l ମୃତ୍ୟ ବେଳକୁ କୁକୁଡାଖଣ୍ଡି ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକ ର ସମସ୍ତ ସି ଆର ସି ଓ ପରିବାରବର୍ଗ ଉପସ୍ଥିତ ଥିଲେ l