Sunday, November 15, 2026
Home ଆଞ୍ଚଳିକ ବିଶିଷ୍ଟ ଜନନାୟକ ଶ୍ରୀ ଅଟଳ ବିହାରୀ ବାଜପାୟୀ ଙ୍କ ଜନ୍ମ ଦିବସ ଟିକୁ ସୁଶାସନ ଦିବସ...

ବିଶିଷ୍ଟ ଜନନାୟକ ଶ୍ରୀ ଅଟଳ ବିହାରୀ ବାଜପାୟୀ ଙ୍କ ଜନ୍ମ ଦିବସ ଟିକୁ ସୁଶାସନ ଦିବସ ରୂପେ ପାଳିତ

64

ଭଞ୍ଜନଗର,(ବବି ରଥ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଅଞ୍ଚଳର ଭାରତୀୟ ଜନତା ପାର୍ଟି ତଥା ପ୍ରିୟ କର୍ମୀ ମାନଙ୍କୁ ନେଇ ପୂର୍ବତନ ପ୍ରଧାନ ମନ୍ତ୍ରୀ, ଭାରତରତ୍ନ ବିଶ୍ୱ ଦରବାର ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଶିଷ୍ଟ ଜନନାୟକ ଶ୍ରୀ ଅଟଳ ବିହାରୀ ବାଜପାୟୀ ଙ୍କ ଜନ୍ମ ଦିବସ ଟିକୁ ସୁଶାସନ ଦିବସ ରୂପେ ପାଳନ କରି ସମସ୍ତ ଅଞ୍ଚଳ ବାସୀଙ୍କ ର ପ୍ରଶଂସା ସାଉଁଟିଛନ୍ତି. ଏହାର ନେତୃତ୍ବ ନେଇଥିବା ସମସ୍ତ ନେତୃବୃନ୍ଦ ସମସ୍ତ ଜନସାଧାରଣଙ୍କୁ ହିଁତାର ଶ୍ରେୟ ସମର୍ପିତ କରିଛନ୍ତି. ସ୍ବର୍ଗତ ଶ୍ରୀ ବାଜପେଇଙ୍କ କର୍ମମୟ ଜୀବନ କୁ ଏକ ଆଲୋଚନା ମାଧ୍ୟମରେ ସଚେତନତା ସୃଷ୍ଟି କରିପାରିବିଥିଲେ ନୂଆପିଢ଼ି ଙ୍କ ପାଇଁ ନୂଆ ପରିଚୟ l