
ବାଲିଗୁଡା ,୨୭/୯ (ସୁରେଶ କୁମାର ପଣ୍ଡା): ଓଡିଶା ସରକାରଙ୍କ ଆଦିବାସୀ ଓ ହରିଜନ ସେଲର ଆଇଭିଓ ଶ୍ରୀ ଅନୁପମ ବୋଷ ଓ ତାଙ୍କ ୨ ସହକର୍ମୀ ବାଲିଗୁଡାରେ ଚାଲିଥିବା ଆଦିବାସୀ ଓ ହରିଜନ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଉପାସନା ଶିକ୍ଷା ଟ୍ରଷ୍ଟ ତାଲିମ ପିଏଲଇଟି ଓ ଏସଡ଼ିଟି କେନ୍ଦ୍ର ପରିଦର୍ଶନ କରିଥିଲେ ଓ ସେଠାରେ ତାଲିମ ନେଉଥିବା ୭୦ଜଣ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହିଥିଲେ l



