
ବିଷମକଟକ/ଗୁଣୁପୁର(ପ୍ରସନ କୁମାର ପଣ୍ଡା): ପୁଟାସିଂ ଘାଟିରେ ଓଲଟିଲା ମାକ୍ସ ପିକଆପ ଦୁର୍ଘଟଣାଗସ୍ତ: ତିନି ଗୁରୁତ୍ୱର କାଲି ସନ୍ଧ୍ୟାରେ ଗୁଣୁପୁର ବ୍ଲକ ପୁଟାସିଂ ରୁ ଗୁଣୁପୁର କୁ ଆସୁଥିବା ଏକ ମାକ୍ସପିକଆପ ରେ ପ୍ରାୟ 60 ଜଣ ଯାତ୍ରୀ ଙ୍କୁ ନେଇ ଆସୁଥିବାବେଳେ ହଠାତ ରେଜିଙ୍ଗତାଲ ଟର୍ଣ୍ଣିଙ୍ଗ ରେ ଗାଡି ଟି ଭାରସାମ୍ୟ ହରାଇ ଓଲଟିପଡିବା
ଦ୍ୱାରା ତିନି ଜଣ ଗୁରୁତ୍ୱର ଙ୍କୁ ଗୁଣୁପୁର ସଦର ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଜଣ ସାମାନ୍ୟ ଆହତ ହୋଇ ଥିବା ଜଣାପଡିଛି ତିନି ଗୁରୁତ୍ୱର ଙ୍କୁ ବ୍ରହ୍ମପୁର କୁ ସ୍ଥାନାନ୍ତର କରାଯାଇଥିବା ଗୁଣୁପୁର ହସ୍ପିଟାଲ ର ଡାକ୍ତର ରୁତୁପୂର୍ଣା ପଟନାୟକ ସୂଚନା ଦେଇଛନ୍ତି ଘଟଣା ସ୍ଥଳରେ ପୁଟାସିଂ ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।










