Monday, November 16, 2026
Home ଆଞ୍ଚଳିକ କାହ୍ନl ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

କାହ୍ନl ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

12
kuna mshra

ବ୍ରହ୍ମପୁର,(ଲକ୍ଷ୍ମୀ ନାରାୟଣ ମିଶ୍ର): ଆଜିର ଦିନକୁ ମାନେପକାଇବା ପାଇଁ କାହ୍ନl ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ ପୁରୁଣା ଖ୍ରୀଷ୍ଟିଆନ ସାହି, ହିଲପାଟଣା ଓ ଖଲାସି ସହି ଠାରେ କୁନି କୁନି ପିଲା ମାନଙ୍କୁ ବ୍ରେ, ବିସ୍କୁଟ,କମଳା, ଇତ୍ୟାଦି ବଣ୍ଟନ କରାଯାଇ ସାନ୍ତାକ୍ଲାଜ ଉପହାର ଦେବା କଥା ସ୍ମରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜନା ମିଶ୍ର, ଙ୍କ ପୌରହିତ୍ୟ ରେ ଟ୍ରଷ୍ଟ ର ସଦସ୍ୟ ଓ ସଦସ୍ୟା ବିଷ୍ଣୁ ପ୍ରିୟା ପାଢ଼ୀ, ସନ୍ତୋଷ ପାଣିଗ୍ରାହୀ, କଳ୍ପନା ନାୟକ, ବିଶ୍ୱନାଥ ପାତ୍ର, ସୌମ୍ୟକାନ୍ତ ମହାପାତ୍ର, ଦୟା ରାମ ଯାନୀ, ସସ୍ମିତା ମିଶ୍ର, ତମାନ୍ନା ନାୟକ,

ସସ୍ମିତା ସାହୁ, ରାମ ଚନ୍ଦ୍ର ପଣ୍ଡା, ବି. ସତୀଶ ,ରାକେଶ ମାଲୁ, ସୁବସିନୀ ପଟ୍ଟନାୟକ,ବୃନ୍ଦାବନ ବେହେରା, ପି.କୋମଳି,ବଂଶୀଧର ଦାସ, ମୃତ୍ୟୁଞ୍ଜୟ ମହାନ୍ତି,ବିଜୟ ମହାନ୍ତି,ପ୍ରୀତି ପଟ୍ଟନାୟକ, ବାବୁଲା ମହାପାତ୍ର, ସ୍ବର୍ଣ୍ଣ ଲତା ସାହୁ , କେ ଈଶ୍ୱର , କପିଳ ପାଢି, ଦିନେଶ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ ।