
ଭଞ୍ଜନଗର,(ବବି ରଥ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ହେଉଛି ବିଭିର୍ଣ୍ଣ ଧର୍ମ ଅନୁଷ୍ଠାନ ରେ ପରିପୂର୍ଣ ଏକ ପୁରୁଣା ନଗର ଏଠା କାର ପରିବେଶ ରେହିଁ ତାର ଭାବାବେଗ ଦେଖିଲେହିଁ ଜଣାପଡେ | ଭାଇଚାରାର ଏହି ନଗର ତାର ଏକ ସ୍ୱତନ୍ତ୍ର ସ୍ଥାନ ସାରା ଦୁନିଆରେ ଏକ ପରିଚୟ ସୃଷ୍ଟି କରିପାରିଛି |
ଏହିଭଳିଆ ଏକ ବଡ ଦିନରେ ଆମ ଅଞ୍ଚଳ ର ସମସ୍ତ ଭାଇ -ଭଉଣୀ ଛୋଟ ରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ମିଳିମିଶି ଯୀଶୁଙ୍କର ପୂଜାଅର୍ଚନା କରିଛନ୍ତି ଘରେ-ଘରେ | କିନ୍ତୁ ସବୁ ବର୍ଷ ପରି ଏ ବର୍ଷ ସପୂର୍ଣ ଫିକା ପଡିଛି ବାହାରେ ଜମୁଥିବା ଗୀତନାଚ ର ମଜା କୋଭିଡ ଗାଇଡ଼ର ନିୟମରେ.ଯାହା ହେଉନା କାହିଁ ପ୍ରକୃତିର ତାଣ୍ଡବ ଏବଂ ସରକାରଙ୍କ ନିୟମରେ ବନ୍ଧା ହେଲେବି ସମସ୍ତେ ଆଜିର ଦିନକୁ ଭକ୍ତିର ସହ ପାଳନ କରିଛନ୍ତି |






