
କଟକ,(ଏମଏସପି): ସ୍ପେସାଲସ୍କ୍ବାଡ ଓ ମର୍କତ୍ତନଗର ପୋଲିସ ଦ୍ୱାରା ବ୍ରାଉନସୁଗାର ଓ N10ବଟିକା ବେଆଇନଭାବେ ବିକ୍ରିକରୁଥିବା ଗ୍ୟଙ୍ଗକୁ ଠାବକରାଯାଇ 233ଗ୍ରାମ ବ୍ରାଉନସୁଗାର

dcpc
(ମୁଲ୍ୟ ୨୩ଲକ୍ଷ ଟଙ୍କା) ସହିତ N10ବଟିକା, ନଗଦ ୩୧୫୦୦ ଟଙ୍କା ଓ ୪ଟି ଗାଡି ଜବତ କରାଯାଇ ଏହାର ମାଷ୍ଟରମାଇଣ୍ଡ୍ ଆବିଦ୍ ଖାନ୍, 2ଜଣ ଓୌଷଧଦୋକାନି ସମେତ ମୋଟ ୬ଜଣଙ୍କୁ ଗିରଫ କରାଯାଇଅଛି |






