Saturday, November 14, 2026
Home ଆଞ୍ଚଳିକ ଭଞ୍ଜନଗର ଏନ ଏ ସି ଅଫିସ ତରଫରୁ ସଫେଇ ଅଭିଯାନ

ଭଞ୍ଜନଗର ଏନ ଏ ସି ଅଫିସ ତରଫରୁ ସଫେଇ ଅଭିଯାନ

14

ଭଞ୍ଜନଗର,(ବବି ରଥ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏନ ଏ ସି ଅଫିସ ତରଫରୁ ସଫେଇ ଅଭିଯାନକୁ ଯୋରଦାର କରିଛି ପ୍ରଶାସନ | କିନ୍ତୁ 2ଟି ଗାଡି ସହିତ ନୂତନ ମିଳିଥିବା ଆଉ 2ଟି ଗାଡି ନେଇ କିପରି 15ୱାର୍ଡ ବିଶିଷ୍ଟ ଏହି ସହରକୁ ସମ୍ପୂର୍ଣ୍ଣ ସଫେଇ ପ୍ରତିଦିନ କରିବା ଏ ବଡ ପ୍ରଶ୍ନବାଚୀ (?)ସୃଷ୍ଟି କରିଛି ସମସ୍ତ ଜନସାଧାରଣଙ୍କ ନିକଟରେ ଯଦି ଆଉ କିଛିଟା ଗାଡି ଯଦି ମିଳନ୍ତା ତେବେ ଏହାର ସମାଧାନ ହୋଇପାରନ୍ତା ବୋଲି ଜନମତ |