ଭଞ୍ଜନଗର,(ବବି ରଥ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପ ଖଣ୍ଡ ଚିକିତ୍ସାଳୟ ନିକଟ ଶୌଚାଳୟ କଥା କହିଲେ ନସରେ ସଫେଇ ତ ଦୂରର କଥା ଅଧିକାଂଶ ସମୟରେ କର୍ମଚାରୀ ଦେଖିବାକୁ ମିଳନ୍ତି ନାହିଁ | ଯାହା ଫଳରେ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହୁଅନ୍ତି |