Saturday, November 14, 2026
Home ଆଞ୍ଚଳିକ ଅବ୍ୟବସ୍ଥାରେ ଭଞ୍ଜନଗର ଟେଲିକମ ବିଭାଗ

ଅବ୍ୟବସ୍ଥାରେ ଭଞ୍ଜନଗର ଟେଲିକମ ବିଭାଗ

24

ଭଞ୍ଜନଗର,(ବବି ରଥ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଟେଲିକମ ବିଭାଗର ଅବ୍ୟବସ୍ଥା କହିଲେ ନସରେ, ଏଠାରେହାତ ଗଣତି କିଛି କର୍ମଚାରୀଙ୍କୁ ଦେଖିବାକୁ ମିଳେ ପ୍ରତିଦିନ | ଏଠାରେ ଜଣେ ଏସ ଡି ଓ ଜଣେ ରହିଆସୁଥିଲେ |

କର୍ମଚାରୀଙ୍କ କହିବାମୁତାବକ ଏବେ ଏଠାରେ ଇନଚାର୍ଜଙ୍କ ଦ୍ଵାରା କାମଚଳା କାମ ହୁଏ | ଟେଲିଫୋନ ସେବା ଠିକରେ ନପାଇ ବହୁତ ଲୋକେ ଫୋନ ଫେରାଇ ସେମାନଙ୍କ ଫିକ୍ସ ଡ଼ିପୋଜିଟ ଟଙ୍କା ଫେରସ୍ତ ନପାଇ କର୍ମଚାରୀଙ୍କ କଥାରେ ପଡି ବାରମ୍ବାର ଦୌଡ଼ି ନହିନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି |ପଚାରିଲେ କେହି କେମେରା ସାମ୍ନାରେ ରୁହନ୍ତି ନାହିଁ ଏହାକୁ ନେଇ ଜନଅସନ୍ତୋଷ ଲାଗିରହିଛି |