
ଚନ୍ଦ୍ରପୁର,(ପ୍ରସ୍ନନକୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଡାଙ୍ଗସୋରୋଡା ଠାରେ ଥିବା କୃଷ ପରାମର୍ଶ କେନ୍ଦ୍ରରେ ସରକାରୀ ବାବୁ ସହକାରୀ କୃଷ ଅଧିକାରୀ ରାମଲାଲ ସମାଡ଼ ,ବିଷମକଟକ ର ସହକାରୀ କୃଷି ଅଧିକାରୀ ସିସର ବିଶୋଇ ଓ ଆତମା ର ଦୁଇ ଜଣ ଆତ୍ମା ମିଶି କୃଷି ପରାମର୍ଶ କେଦ୍ରରେ ମଦ୍ୟପାନ କରୁଥିବା ଭିଡ଼ିଓ ଭାଇରଲ ହେଇଛି ।
ସ୍ତାନୀୟ ଗ୍ରାମବାସୀ ତଥା ପୂର୍ବତନ ସରପଞ୍ଚ ଦୟା ପାତ୍ର ଓ ଆତ୍ମାର ସଭାଧ୍ୟକ୍ଷ ଏହି କେନ୍ଦ୍ରରେ କର୍ମଚାରୀ ମଦ ପିଇଥିବା ଜାଣିପାରି ପାରି ଏହିକୁ ବିରୋଧ କରି କଥା କଟକଟି ହୋଇଥିଲା ଏବଂ ଆତ୍ମାର ଜଣେ କର୍ମଚାରୀ ଜଗନ୍ନାଥ ମହାପାତ୍ର D. B. T ପାଇଁ ଟଙ୍କା ନେଉଥିବା ଭିଡ଼ିଓ ମଧ୍ୟ ଭାଇରଲହେଇଛି।

google
ସରକାର ଗରିବ ମାନଙ୍କୁ ସାହାଯ୍ୟ ପାଇଁ ଭିବିର୍ଣ ଯୋଜନା କରୁଥିବା ବେଳେ ବାବୁ ମନେ ସରକାରୀ କାର୍ଯ୍ୟାଳୟରେ ମଦ ପିଇ ମାତାଲ ହେଉଥିବା ନଜରକୁ ଆସିଛି ଏହାକୁ ତଦନ୍ତ କରି ଦୋଷ କର୍ମଚାରୀଙ୍କ ବିରୋଧରେ ଦୃଡ଼ କାର୍ଯ୍ୟନୁଷ୍ଟାନ୍ନ ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି |















