Sunday, October 11, 2026
Home ଜିଲ୍ଲା କନ୍ଧମାଳ ରାଇକିଆ: ଡାକ୍ତର ଅମୀୟ ଦତ୍ତ ଗିରିଙ୍କୁ କରୋନା ଯୋଦ୍ଧା ଭାବେ ସଂମ୍ମାନିତ

ରାଇକିଆ: ଡାକ୍ତର ଅମୀୟ ଦତ୍ତ ଗିରିଙ୍କୁ କରୋନା ଯୋଦ୍ଧା ଭାବେ ସଂମ୍ମାନିତ

51

ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ):କନ୍ଧମାଳ ଜିଲ୍ଲା ପବ୍ଲିକ ରାଇଟ ଆସୋସିଏସନ ତରଫରୁ ରାଇକିଆ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ଅମୀୟ ଦତ୍ତ ଗିରିଙ୍କୁ କରୋନା ଯୋଦ୍ଧା ଭାବରେ ସଂମ୍ମାନିତ କରାଯାଇଛି |

ପବ୍ଲିକ ରାଇଟ ଆସୋସିଏସନର ସେକ୍ରେଟେରୀ ଏନ.ଗୋପାଳ ରାଓଙ୍କ ତତ୍ୱାବଧାନରେ ରୁଷି ପ୍ରଧାନ, ଯାଦବ ପ୍ରଧାନ,ବାବୁଲା ପ୍ରଧାନ ପ୍ରଭୁତି ଅଂଶଗ୍ରହଣ କରିଥିଲେ |