
ବିଷମକଟକ,(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ମୁନିଗୁଡା ଥାନାର ପୂର୍ବତନ ଥାନା ଅଧିକାରୀ ସ୍ବର୍ଗତ ରାଜେନ୍ଦ୍ର ଦେହୁରୀଙ୍କ ପତ୍ନୀ ରାଖୀ ଦେହୁରୀଙ୍କୁ ପୋଲିସ ଅଧିକ୍ଷକ ଶ୍ରବଣ ବିବେକଙ୍କ ଉପସ୍ଥିତିରେ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା
କୋଭିଡ ଯୋଦ୍ଧା ଭାବେ ମୃତ୍ୟୁ ବରଣ କରିଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 50 ଲକ୍ଷ୍ୟ ଟଙ୍କା ଅନୁକମ୍ପା ସହାୟତା ରାଶି ପ୍ରଦାନ କରିଛନ୍ତି l



