ଭୁବନେଶ୍ୱର,(ଆଇପିଆର) : ନିଷ୍ଠାପର ସାହିତ୍ୟ ସାଧକ ବାଗ୍ମୀ ବିଶ୍ବନାଥ କର ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟକୁ ଏକ ନୂତନ ସ୍ବରୂପ ପ୍ରଦାନ କରିଛନ୍ତି। ଆଜି ଜୟନ୍ତୀ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।