Saturday, November 14, 2026
Home ଆଞ୍ଚଳିକ ଓଡ଼ିଶାର ସର୍ବପ୍ରଥମ ଟାଉନ୍ ପ୍ଲାନିଂ ଯୋଜନା ଏବଂ ଜମି ପଟ୍ଟା ବଣ୍ଟନର ଶୁଭାରମ୍ଭ

ଓଡ଼ିଶାର ସର୍ବପ୍ରଥମ ଟାଉନ୍ ପ୍ଲାନିଂ ଯୋଜନା ଏବଂ ଜମି ପଟ୍ଟା ବଣ୍ଟନର ଶୁଭାରମ୍ଭ

45
ipr

ଭୁବନେଶ୍ୱର,(ଆଇପିଆର) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶାର ସର୍ବପ୍ରଥମ ଟାଉନ୍ ପ୍ଲାନିଂ ଯୋଜନା ଏବଂ ଜମି ପଟ୍ଟା ବଣ୍ଟନର ଶୁଭାରମ୍ଭ କରୁଛନ୍ତି। ଏଥିରେ ୫୮ଟି ରାଜସ୍ବ ଗ୍ରାମରେ ସମୁଦାୟ ୪୫ଟି ଟାଉନ୍ ପ୍ଲାନିଂ ଯୋଜନା ଅଧିନରେ ୬୫ କିମି ବିଶିଷ୍ଟ ଲିଙ୍କ୍ ରୋଡର ବ୍ୟବସ୍ଥା ତଥା ସାମାଜିକ ଓ ଭୌତିକ ଭିତ୍ତିଭୂମିର ବିକାଶ ବ୍ୟବସ୍ଥା କରାଯାଇଛି।