Thursday, October 15, 2026
Home ଆଞ୍ଚଳିକ ଜାତୀୟ ଉପଭୋକ୍ତା ଦିବସ

ଜାତୀୟ ଉପଭୋକ୍ତା ଦିବସ

23
ipr

ଭୁବନେଶ୍ୱର(ଆଇପିଆର) : ପ୍ରତିବର୍ଷ ପରି ଚଳିତ ବର୍ଷ ଆମ ରାଜ୍ୟରେ ଡିସେମ୍ବର ୨୪ ତାରିଖ ଦିନ ‘ଜାତୀୟ ଉପଭୋକ୍ତା ଦିବସ’ ପାଳନ କରାଯାଉଛି। ଉପଭୋକ୍ତାଙ୍କୁ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ କରିବା କରି ସେମାନଙ୍କ ସ୍ବାର୍ଥର ସୁରକ୍ଷା କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା |