Thursday, November 12, 2026
Home ଆଞ୍ଚଳିକ କରୋନା ଭୂତାଣୁର ଏକ ପରିବର୍ଦ୍ଧିତ ଅବସ୍ଥା “ସାର୍ସ-କୋଭିଡ୍ ୨”ର ସଂକ୍ରମଣ ଦେଖାଦେଇଛି

କରୋନା ଭୂତାଣୁର ଏକ ପରିବର୍ଦ୍ଧିତ ଅବସ୍ଥା “ସାର୍ସ-କୋଭିଡ୍ ୨”ର ସଂକ୍ରମଣ ଦେଖାଦେଇଛି

27
ipr

ଭୁବନେଶ୍ୱର,(ଆଇପିଆର): ଇଂଲଣ୍ଡ ଦେଶରେ କରୋନା ଭୂତାଣୁର ଏକ ପରିବର୍ଦ୍ଧିତ ଅବସ୍ଥା “ସାର୍ସ-କୋଭିଡ୍ ୨”ର ସଂକ୍ରମଣ ଦେଖାଦେଇଛି, ଯାହାକି କୋଭିଡ୍-୧୯ ଅପେକ୍ଷା ଅଧିକ ସଂକ୍ରମଣକ୍ଷମ।ନଭେମ୍ବର ୨୫ରୁ ଡିସେମ୍ବର ୨୩ ତାରିଖ ମଧ୍ୟରେ ଇଂଲଣ୍ଡରୁ ଆସିଥିବା ବିଦେଶୀ ଓ ଭାରତୀୟ ନାଗରିକ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଭିଭାଗ ଓଡିଶା କଣ୍ଟ୍ରୋଲ ରୁମ ଫୋନ୍ ନମ୍ବର: ୦୬୭୪-୨୩୯୦୪୬୬ ରେ ସୂଚନା ପ୍ରଦାନ କରନ୍ତୁ।