
ହିଞ୍ଜିଳିକାଟୁ,(ରଜନୀକାନ୍ତ ପାତ୍ର): ପଞ୍ଚାୟତ ସମିତି ଦଶମ ଅଧିବେଶନ ବଠକ ଅନୁଷ୍ଠିତ ହେଇଯାଇଛି ଏଥିରେ ବ୍ଲକ ଅଧକ୍ଷ୍ୟ ଏନ ରଘୁନାଥ ଅଧକ୍ଷତା ରେ ଅନୁଷ୍ଠିତ ବୋୖଠକ ରେ ବିଡ଼ିଓ ପ୍ରଶନ୍ନ କୁମାର ପାତ୍ର, ତହସିଲଦାର ପ୍ରଭାତ କୁମାର ପରିଡା,ଥାନା ଅଧିକାରୀ ଅଭିମନ୍ୟୁ ଦାସ, ମୁଖ୍ୟମନ୍ତ୍ରୀ ଙ୍କ ହିଞ୍ଜିଳିକାଟୁ ବ୍ଲକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲା l
ବୋୖଠକ ଆରମ୍ଭ ରେ କୋଭିଡ ରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧା ମାନଙ୍କ ପାଇଁ 2ମିନିଟ ନୀରବ ପ୍ରାର୍ଥୀନା କରିଥିଲେ l ଏହି ବୋୖଠକ ରେ ନୂତନ ଭାବରେ ହିତାଧିକାରୀ ଚୟନ କରି ଭତା ଓ ପ୍ରଧାନମନ୍ତ୍ରୀ ଓ ବିଜୁ ପକା ଘର କାର୍ଯ୍ୟାଦେଶ ବଣ୍ଟନ କରିବା l ମହାତ୍ମାଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ରେ ଶ୍ରମିକ ମାନଙ୍କୁ ନିଯୁକ୍ତି କରିବା ଓ ଚଳିତ ବର୍ଷ ର ଖର୍ଚ୍ଚ ବିବରଣୀ ପ୍ରଦାନ କରାଯାଇଥିଲା ଏହି ବୌଠକ ରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଅଧିକାରୀ, କୃଷି ଅଧିକାରୀ ଓ ବିଭିନ୍ନ ଅଧିକାରୀ ଓ ଜିଲ୍ଲାପରିଷଦ ସଭ୍ୟ ଓ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ |




