Saturday, October 10, 2026
Home ଜିଲ୍ଲା ଖୋର୍ଦ୍ଧା ଜାତୀୟ କୃଷକ ଦିବସ ଅବସ

ଜାତୀୟ କୃଷକ ଦିବସ ଅବସ

41
ipr

ଭୁବନେଶ୍ୱର(ଆଇପିଆର): କୃଷକମାନେ ଦେଶର ଅର୍ଥନୀତିର ମେରୁଦଣ୍ଡ । କୃଷି ଓ କୃଷକର ଉନ୍ନତି ବ୍ୟତିରକେ ଦେଶର ପ୍ରଗତି ଅସମ୍ଭବ । ସେଥିପାଇଁ କୃଷକଙ୍କୁ ଆମେ ଦେଶର ଅନ୍ନଦାତା କହିଥାଉ I ଦେଶର ପ୍ରତି ନାଗରିକ ଅନ୍ନଦାତାଙ୍କ ପ୍ରତି ଚିରଋଣୀ ।