Wednesday, July 22, 2026
Home ଆଞ୍ଚଳିକ ଟୋକନ ବ୍ୟବସ୍ଥାରେ ଖରିଫ ଋତୁରେ ଧାନ ବିକ୍ରି

ଟୋକନ ବ୍ୟବସ୍ଥାରେ ଖରିଫ ଋତୁରେ ଧାନ ବିକ୍ରି

14
ipr

ଭୁବନେଶ୍ୱର(ଆଇପିଆର): ରାଜ୍ୟରେ ପି-ପାସ୍ ଓ ଟୋକନ ବ୍ୟବସ୍ଥାରେ ଖରିଫ ଋତୁରେ ଧାନ ବିକ୍ରି କରିବା ପାଇଁ ୧୪ ଲକ୍ଷ ୯୯ ହଜାର ୬୬୧ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି। ଅଦ୍ୟାବଧି ୨୬ଟି ଜିଲ୍ଲାର ୧୩ ଲକ୍ଷ ୧୯ ହଜାର ୩୪୨ ଜଣ ଯୋଗ୍ୟ ଚାଷୀଙ୍କ ମଧ୍ୟରୁ ୧୨ ଲକ୍ଷ ୪୮ ହଜାର ୧୬୧ ଜଣଙ୍କୁ ଟୋକନ ପ୍ରଦାନ କରାଯାଇଛି। ଧାନ ସଂଗ୍ରହ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଜାରି ରହିବ।