ବ୍ରହ୍ମପୁର,(ଏସଏମପି): ଭୁବନେଶ୍ବର ବିଶାଖା ଟ୍ରେନ ଲାଞ୍ଜିପାଲି ଓଭର୍ ବ୍ରିଜ ଦେଇ ଅତିକ୍ରମ କରୁଥିବା ବେଳେ, ଅଙ୍କୁଲି ନିବାସୀ କୃଷ୍ଣ ଚନ୍ଦ୍ର ପଣ୍ଡା ଆଜି ଦିନ 11.00 ସମୟରେ ଯୁବକ ଜଣଙ୍କ ରେଳ ଧାରଣା ପାର ହେଉଥିବା ବେଳେ ଘଟଣା ଘଟିଛି | ଏହା ଆତ୍ମହତ୍ୟା ନା ଦୁର୍ଘଟଣା ତଦନ୍ତ ପରେ ଜଣାପଡିବ |