
ଭୁବନେଶ୍ୱର,(ଆଇ ପି ଆର): ଓଡ଼ିଶା ରଙ୍ଗମଞ୍ଚର ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ତଥା ଆଧୁନିକ ଓଡ଼ିଆ ନାଟ୍ୟଶାସ୍ତ୍ରର ‘ଭରତମୁନି’ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଓଡ଼ିଆ ନାଟକ ଓ ସାହିତ୍ୟ ଜଗତ ପ୍ରତି ତାଙ୍କ ଅବଦାନ ଅତୁଳନୀୟ। ‘ଭାତ’, ‘ଅଭିଯାନ’, ‘ରକ୍ତମାଟି’, ‘ହରଣଚାଲ’ ପରି ତାଙ୍କର ବିଭିନ୍ନ ଶ୍ରେଷ୍ଠକୃତି ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ


